by Satyabati Swain ✓ · 12 Oct 2021
ବାପାଙ୍କ ପରି ବାଇକ ଚଳାଇ ପାରିବି ଷାଠିଏରୁ ଦ୍ରୁତ ସ୍ପିଡ଼ରେ ଗଛ ମାନେ ମୋ ସାଙ୍ଗେ ପ୍ରତିଯୋଗିତା କରିବେ ମୁହଁ ସାରା ଫେଣ ଭର୍ତ୍ତି କରି ବାପାଙ୍କ ପରି ଦାଢ଼ି ଓଳେଇବି ।
Loading comments…
Loading comments…