English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଦୁର୍ଭାଗ୍ୟ
27 poems
ରାଜନୀତି 2
Pramod Kumar Jena · 1 min read · 231 reads
ଗାଆଁଠୁ ସହର ସବୁଆଡେ ରାଲି ପୋଷ୍ଟର୍ କ୍ୟାଣ୍ଡେଲ୍ ହାତେ ଶୁଣିଥିଲି କେବେ ଗୋଠ ମାତିଲେ ରେ ଖଣ୍ଡିଆ ହଡା ବି ମାତେ
Tragedy
ଝିଅ,ନାରୀ ଓ ଇଛା
Dipti lekha Mishra · 1 min read · 156 reads
ଓଃ !ମୁଁ ବି ପାଗିଳୀଟା ବୋଧ ହୁଏ କାହାକୁ ମୁଁ ଏତେ ସବୁ କହୁଛି ଯିଏ ପଥର ଭଳି ଗଢା ହୋଇ ଏ ଦୁନିଆରେ
Abstract
କାହାପାଇଁ ଲେଖିବି ମୁଁ ପ୍ରେମର କବିତା
Ashrit Mohapatra · 1 min read · 440 reads
ଆକାଶର ଚାନ୍ଦ ଲାଜେଇ ପଡୁଛି କାହାକୁ କହିବି ଏତେ ॥
Romance
କାଳିଆ ଉବାଚ
Sisir Panda · 1 min read · 224 reads
ପ୍ରାରବ୍ଧ ଅଟଇ ଅକାଟ୍ୟ ଭୋଗିବାକୁ ହେବ ଅବଶ୍ୟ ନିଷ୍ଠା ବଳେ ଟଳେ ସାମାନ୍ୟ। ମାନବ ରୂପେ ଦେହ ଧରି ଭୋଗିଛି ମୁଁ କେତେଯେ ଭାରି ସତ କର୍ମ ଆଣେ ସୌଭାଗ୍ୟ କୁକର୍ମ ତ ଦିଏ ଦୁର୍ଭାଗ୍ୟ।
Others
ଇଏ ବୋଧେ ପ୍ରେମ
Binaya Bhusan Panigrahi · 1 min read · 329 reads
ଜୋରକରି ମୋ କପାଳେ ବୋଳିଦେଇଥିବା ତମର ସେ ସବୁତକ ଆଛାଖାସା ଭାଗ୍ୟ ? ଯକ୍ଷ ପରି ସେସବୁକୁ ସାଇତି ସେମିତି କାହିଁକି ମୁଁ ଭାଗ ମାଗେ ତମ ଶ୍ରାବଣରୁ ??
Romance
କେବେକେବେ ଅଝରା ବର୍ଷା ସହ
Dr Mousumi Parida · 1 min read · 1.1K reads
ଜନ୍ମ / ମୃତ୍ୟୁ ଭିତରେ କୋଉଟା କଷ୍ଟକର ସତେ! ଯୋଉଠି ଜୀବନ ବଂଚିବାକୁ ଦିଏନି କି ମୃତ୍ୟୁ ଆଶ୍ଳେଷି ନିଏନି?
Others
Loading…
Next page →