by Sisir Panda ✓ · 8 Jul 2019
ପ୍ରାରବ୍ଧ ଅଟଇ ଅକାଟ୍ୟ ଭୋଗିବାକୁ ହେବ ଅବଶ୍ୟ ନିଷ୍ଠା ବଳେ ଟଳେ ସାମାନ୍ୟ। ମାନବ ରୂପେ ଦେହ ଧରି ଭୋଗିଛି ମୁଁ କେତେଯେ ଭାରି ସତ କର୍ମ ଆଣେ ସୌଭାଗ୍ୟ କୁକର୍ମ ତ ଦିଏ ଦୁର୍ଭାଗ୍ୟ।
Loading comments…
Loading comments…