English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଦୁହେଁ
4 poems
କବିତାୟନ-13 କ୍ଷମା
KRUTIBAS NAYAK · 1 min read · 113 reads
ଦୋଷ ନ ଥାଇ କେ କ୍ଷମା ମାଗିନେଲେ କିଛି କ୍ଷତି ହୁଏନାହିଁ, ବନ୍ଧୁତା ସୂତ୍ରଟି ଦୃଢ଼ ହୋଇଥାଏ ଜ୍ଞାନିଲୋକ ହୁଏ ସେହି | ଦୋଷଥାଇ କେହି ଯୁକ୍ତିକଲେ ସିନା ହାରିବା ହୋଇବ ସାର, ପରଦୋଷ ଦେଇ ଖସି ଚାଲିଗଲେ କ୍ଷତି ହୁଏ ଦୁହିଙ୍କର |
Inspirational
ନିଜର କଲା
Gelamani Pradhan · 1 min read · 11.6K reads
ତମେ ଆସିି, ଭରିଦେଲ ଭରଷା.... ଯେତେ ରାଗ ଥିଲା, ଯେତେ ଅଭିମାନ ଥିଲା..…. ଆଜି ମନେ ଶୂୂନ୍ୟ ହୋଇଗଲା.
Drama
ଜନ୍ମ ଜନ୍ମ ସାଥୀ
Goutam Mohanty · 1 min read · 269 reads
ଯେଉଁ ଆଡେ ମୁଁ ଯେ ଅନେଇ ଚାହୁଁଛି ଆଭାସ ପାଏ ତୁମର।।
Romance
ତୁମେ ଛାଡ଼ି ଗଲେ
Lalatendu Kabi · 3 min read · 19.8K reads
"....ହେ ମୋ -- ପ୍ରାଣସଙ୍ଗିନି !ସାଧ୍ଵୀ -- ହେ ତପସ୍ଵିନି !ତୁମ -- ସାଧନାବଳେମୋତେ -- ଛାଡ଼ି ଭୂତଳେଆଗେ -- ପାଇ ମୁକତିଗଲେ -- ଶ୍ରୀହରି କତିଏତିକି ଗୁହାରି ପାରିବ ତ କରି,..."
Others