by KRUTIBAS NAYAK ✓ · 11 Oct 2020
ଦୋଷ ନ ଥାଇ କେ କ୍ଷମା ମାଗିନେଲେ କିଛି କ୍ଷତି ହୁଏନାହିଁ, ବନ୍ଧୁତା ସୂତ୍ରଟି ଦୃଢ଼ ହୋଇଥାଏ ଜ୍ଞାନିଲୋକ ହୁଏ ସେହି | ଦୋଷଥାଇ କେହି ଯୁକ୍ତିକଲେ ସିନା ହାରିବା ହୋଇବ ସାର, ପରଦୋଷ ଦେଇ ଖସି ଚାଲିଗଲେ କ୍ଷତି ହୁଏ ଦୁହିଙ୍କର |
Loading comments…
Comments
Loading comments…