English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଦେଵତା
2 poems
ମୁଁ ଶେଫାଳି
Santosh Samal · 1 min read · 390 reads
ଵଞ୍ଚିଵା ତୋ' ପାଇଁ ଏଠି ଭାରି ମହଙ୍ଗା ନଈପାରି ହଵାକୁ ନାହିଁଲୋ ଡ଼ଙ୍ଗା ପାଣିରେ ମଗର ଉପରେ ଜଗିଛି ଅଜଗର କାହାଠୁ ଵଞ୍ଚେଇବୁ ଜୀବନ ତୋହର ଵିଧାତା ତତେ' ସଜେଇଛି ପଡ଼ିବାକୁ ଵଳି ଦିନକ ପାଇଁ ଫୁଟି ଝଡିଯାଉ ଶେଫାଳି l
Tragedy
ବାପା
Sonali Garnayak · 1 min read · 161 reads
ବୋଉ କୁହେ ରୂପରେ ଗୁଣରେ ତାଙ୍କ ଭଳି ଧରିଛନ୍ତି ହାତ ଯେତେଥର ପଡିଛି ଟଳି ଅଜାଡ଼ିଛନ୍ତି କେତେ ଯେ ବଦାନ୍ୟତା ବାପା ନୁହେଁ ସେ ଚଳନ୍ତି ଦେଵତା |
Others