by Santosh Samal ✓ · 12 Jun 2019
ଵଞ୍ଚିଵା ତୋ' ପାଇଁ ଏଠି ଭାରି ମହଙ୍ଗା ନଈପାରି ହଵାକୁ ନାହିଁଲୋ ଡ଼ଙ୍ଗା ପାଣିରେ ମଗର ଉପରେ ଜଗିଛି ଅଜଗର କାହାଠୁ ଵଞ୍ଚେଇବୁ ଜୀବନ ତୋହର ଵିଧାତା ତତେ' ସଜେଇଛି ପଡ଼ିବାକୁ ଵଳି ଦିନକ ପାଇଁ ଫୁଟି ଝଡିଯାଉ ଶେଫାଳି l
Loading comments…
Comments
Loading comments…