English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଧର୍ମଅଧର୍ମ
622 poems
ଆସ ପଢିବା ଗୀତା
ବଳରାମ ବାରିକ · 1 min read · 373 reads
ପାଣ୍ଡବଙ୍କ ସମ ଜୁଆଡି ହେଲେ। ଅକଲ ଯେ ଆସେ ଇଜ୍ଜତ ଗଲେ। ଦୁଃଶାସନ ପରି ପାମର ହେଲେ। ଜଙ୍ଘ ଭାଙ୍ଗେ ପ୍ରାଣ କାନ୍ଦେ ବିକଳେ।
Classics
ମଣିଷ ଜୀବନ
Sukadev Mahanta · 1 min read · 214 reads
ବିଭୁଙ୍କ ରଚିତ ଜୀବନ ନାଟକେ ନିଜ ଅଭିନୟ କର ନିଜ ଅଭିନୟ
Abstract
ପ୍ରତାରଣା
Biswanath Nayak · 1 min read · 306 reads
ଯେତିକି ସମୟ ତା ମନରେ ଥାଏ ଗୀତା ଭାଗବତ କଥା, ଅସତ୍ୟ, ଅଧର୍ମ ଲାଗେ ବିଷପରି ଶ୍ମଶାନବୈରାଗ୍ୟ ଯଥା।
Others
ଆଧୁନିକତା
Kalpana Ray · 1 min read · 121 reads
ଆଧୁନିକତାର ମାୟା ଜାଲରେ ପୁଅ ବୋହୁ ଭୁଲିଯାଆନ୍ତି ନିଜ ବାପାମାଆଙ୍କ ପାଇଁ କର୍ତ୍ତବ୍ୟ
Classics
ଧର୍ମ ଝୁରି ମରେ
DR PRASANTA KUMAR BISWAL · 1 min read · 261 reads
ହେବାକୁ ଅଗ୍ରଣୀ ବାଇ ସବୁ ପ୍ରାଣୀ ହଜେ ମଣିଷପଣିଆ, ଅଧର୍ମ ହାଟରେ ଧର୍ମ ଝୁରି ମରେ ଭରସା ଏକା କାଳିଆ।
Action
କ୍ରିଷ୍ଣା
Dipti lekha Mishra · 1 min read · 193 reads
ଧର୍ମ କି ଅଧର୍ମ ଆଉ ଚିନ୍ତିଲେନି ଜଣେ କେହି ବସ୍ତ୍ର ଉତ୍ତାରିଣ ତାକୁ କଲେ ଯେ ଉଲଗ୍ନ ଏ ଆମ ଭାରତଖଣ୍ତେ ପାଏ ନାହିଁ ଶୋଭା ମତ୍ତିଗତିରେ ରହିବାକୁ ହେବ ସଦା ମଗ୍ନ
Inspirational
Loading…
Next page →