English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଧର୍ମସଂସଦ
534 poems
ନାରୀ ନାରାୟଣୀ
Sadananda Sahoo · 1 min read · 285 reads
ରୋଷେଇଶାଳରୁ ସଂସଦ ଭବନ ସବୁଠି ନାରୀର ସ୍ୱର; ଦେଶ ସୁରକ୍ଷାରେ ନାରୀବି ଫଉଜ ନାରୀ ହୋଇ ପାରେ କ୍ରୁର !!
Others
ବିଶ୍ୱବିଜୟୀ ବିବେକାନନ୍ଦ
Sangram Kishor parida · 1 min read · 149 reads
ଆମେରିକା ଦେଶେ ଚିକାଗୋ ସହରେ ଧର୍ମ ସଂସଦରେ ସାମିଲ ହେଲ ସନାତନ ହିନ୍ଦୁ ସଂସ୍କୃତିକୁ ପ୍ରେମେ ସାରା ବିଶ୍ୱ ଆଗେ ପ୍ରକାଶ କଲ !
Inspirational
କର୍ତ୍ତବ୍ୟ ଏ ମତଦାନ
Prasanna Kumar Madala · 1 min read · 355 reads
ହେବାନାହିଁ ସ୍ବାର୍ଥୀ ସର୍ବୋତ୍ତମ ପ୍ରାର୍ଥୀ ବାଛି ନିରପେକ୍ଷ ଭାବେ ଟାଳି ପ୍ରତିଘାତ ବଢାଇବା ହାତ ସମୂହ ବିକାଶ ଲାଭେ ।
Action
ଖେଳ ନାଁହି
Maheswar sahoo · 1 min read · 168 reads
ଖେଳ ନାହିଁ ତୁମେ ଖେଳ ନାହିଁ, ଭାବନା ଯେ ଏକ ରକ୍ତବି ରଙ୍ଗ ଏକ, ଭାବନାରେ ଆମ ଖେଳ ନାହିଁ ଖେଳ ନାହିଁ ତୁମେ ଖେଳ ନାହିଁ:: ଖେଳ ନାହିଁ ଶତ୍ରୁ ଖେଳ ନାହିଁ, ପରିବାର ମଧ୍ୟେ ଖେଳ ନାହିଁ, ଭାଇଭାଇ ମଧ୍ୟେ ଖେଳନାହିଁ, ଖେଳ ନାହିଁ ତୁମେ ଖେଳନାହିଁ::
Others
ପ୍ରସ୍ତାବିତ ପ୍ରେମ
Subhadra Singh · 1 min read · 176 reads
ସମ୍ମୋହିତ କଲ ପ୍ରିୟ ପ୍ରୀତି ପ୍ରଣୟରେ ତୁମ ପ୍ରେମ ପତ୍ର ଗୃହୀତ ହେଲା ମୋ ଭାବନା ସଂସଦେ।
Romance
ପଞ୍ଚକ
Ashis Kumar Swain · 1 min read · 143 reads
କାୟ ମନ ବାକ୍ୟ ଏକ କରି ପୂଜାର୍ଚ୍ଚନା କଲେ , ଧର୍ମ ଅର୍ଥ କାମ ମୋକ୍ଷ ନିଶ୍ଚିତ ମିଳଇ ଭଲେ
Others
Loading…
Next page →