English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଧର୍ମାନ୍ଧତା
10 poems
ଦେଶ କେଉଁ ସ୍ୱାଧୀନତା ପାଇଛି
PRABINA KU, KHADANGA · 2 min read · 114 reads
ତାଙ୍କୁ ଶ୍ରଦ୍ଧାରେ ସମ୍ମାନ ଜ୍ଞାପନ କରୁଛି ମୋ ଦେଶ ସ୍ୱାଧୀନତା ପାଇଛି ହିଂସା ଦ୍ୱେଷ ଭୁଲି ଭାଇଚାରା
Abstract
ଲେଖକୀୟ
Bhakta Malla · 1 min read · 13.1K reads
ବଡ ବିଚିତ୍ର ଏ ଲେଖକ ଜୀବନ ନିଜକୁ ନିଜେ ଓପାସରେ ରଖେ ଓପାସରେ ରହୁଥିବା ବୁଭୁକ୍ଷୁ ପାଇଁ ଚଳାଏ କଲମ, କେବେ ସବାର ହୁଏ ପୁଞ୍ଜିପତି କାନ୍ଧରେ
Others
ପରିସୀମା
Biswanath Nayak · 1 min read · 115 reads
ସୀମା ଟପିଗଲେ ବତାସ ହୁଅଇ ଧ୍ଵଂସ ର ତାଣ୍ଡବ କରେ। ମାନବିକତା ର ପରିସୀମା ମଧ୍ୟେ ସୁନ୍ଦର ଲାଗେ ମଣିଷ। ତାର ବ୍ୟବହାର ଆଚାର ବିଚାର ମନକୁ କରେ ପରଶ। ମାନବିକତା ର ସୀମାର ବାହାରେ ମଣିଷ ଥାପିଲେ ପାଦ। ହିଂସା, ଦ୍ଵେଷ, ଆଉ ଧର୍ମାନ୍ଧତା ସହ ଆସେ ବିଚ୍ଛିନତାବାଦ। ପରିସୀମା ଅଟେ ସଂଯମ, ଶୃଙ୍ଖଳା, ଆଉ ଲଖ୍ମଣର ରେଖା। ସେ ଗାର ଡେଇଁଲେ ବିଶ୍ବ ସନ୍ତୁଳନ ହୋଇ ପାରେନାହିଁ ରକ୍ଷା।
Inspirational
ନନ୍ଦିଘୋଷ
Biswanath Nayak · 1 min read · 270 reads
ନନ୍ଦିଘୋଷ ରଥ ଯାଏ ଗଡିଗଡି ଭକତ ହାତେ ଦଉଡ଼ି। ଭକତ ମନରୁ ଦୁଖଃ ଆଉ ଶୋକ ନିମିଷେ ଯାଏ ବାହୁଡି । ଘର୍ଘର ନାଦରେ କରୁଛି ଘୋଷଣା ନାହିଁ ଏଠି ବଡ ସାନ।
Inspirational
ବନ୍ଧୁତା
Sudhanjali Mishra · 1 min read · 203 reads
କୃଷ୍ଣ ସୁଦାମାର ବନ୍ଧୁତ୍ବକୁ ଦେଖି ମନ ହୁଏ ଖାଲି ହେଜି ଧନୀ ଗରିବର ଭେଦ ଭାବ ଭୁଲି ବନ୍ଧୁତାରେ ଯାଅ ମଜ୍ଜି ।
Others
ସଭ୍ୟତାର ସ୍ୱର
jyotsna mayee panda · 1 min read · 171 reads
ତେବେ କାହିଁକି ଆଜି ଜାତି ଜାତି ମଧ୍ୟ ରେ ବିଭେଦ କାହିଁକି ସେ ହିନ୍ଦୁ, ମୁସଲିମ ମଧ୍ୟ ରେ ସେ ପ୍ରଭେଦ
Classics
Loading…
Next page →