Loading…
ସୀମା ଟପିଗଲେ ବତାସ ହୁଅଇ ଧ୍ଵଂସ ର ତାଣ୍ଡବ କରେ। ମାନବିକତା ର ପରିସୀମା ମଧ୍ୟେ ସୁନ୍ଦର ଲାଗେ ମଣିଷ। ତାର ବ୍ୟବହାର ଆଚାର ବିଚାର ମନକୁ କରେ ପରଶ। ମାନବିକତା ର ସୀମାର ବାହାରେ ମଣିଷ ଥାପିଲେ ପାଦ। ହିଂସା, ଦ୍ଵେଷ, ଆଉ ଧର୍ମାନ୍ଧତା ସହ ଆସେ ବିଚ୍ଛିନତାବାଦ। ପରିସୀମା ଅଟେ ସଂଯମ, ଶୃଙ୍ଖଳା, ଆଉ ଲଖ୍ମଣର ରେଖା। ସେ ଗାର ଡେଇଁଲେ ବିଶ୍ବ ସନ୍ତୁଳନ ହୋଇ ପାରେନାହିଁ ରକ୍ଷା।
Comments
Loading comments…