Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନନା
13 poems
ନନାଙ୍କ ଆଖିଆ
Prasanna Kumar Madala · 1 min read · 13.5K reads
ଅନୁଭବି ବାରବାର ଅଜ୍ଞାତସାର ସେ କେବେ ଆଖିଆ ତଳରେ ଏତେସାରା ଲୁହ ବହଳ କାଚର ଭିତରୁ ଦେଖିଲେ ଝାପସା ଦିଶୁଛି ଏବେ ।
Others
ଅସମାହିତ
sushama Parija · 3 min read · 4.5K reads
କୁଆଡେ ଗଲା ଆମ ରଜଦୋଳି ଗୀତ, ରଜ ପାନ, କୋଠଘର? କିଏ ହରି ନେଲା ଆମ ଝିଅ ଙ୍କ ଝିଅ ପଣିଆ? କିଏ ?? କିଏ ???
Others
ନନାଙ୍କ ଆଖିଆ
Prasanna Kumar Madala · 1 min read · 6.9K reads
ତତ୍ତ୍ଵାବଧାନ ସାଥେ ଚାଷ ହଳିଆଙ୍କ ହାତେ ଦି'ହଳ ବଳଦ ଗୋଠେ ଗାଈ ଥାଉ ବୋଉର ଅପାର ଯତନ ଭିତରେ
Others
ବାକି ପୃଷ୍ଠା
Paramita Sarangi · 1 min read · 6.9K reads
ହଁ କି ନାଁ ,କିଏ ବା ପଚାରୁଛି? ଅବଧି ସରି ସରି ଗଲାଣି ଏଇ ଦେଖ , ଆଲାର୍ମଟାବି ବାଜିବାରେ ଲାଗି ଗଲାଣି।
Inspirational
ନନା
Dmishra Sahityalaya · 1 min read · 452 reads
ଗମ୍ଭୀରତା ଭିତରେ ବି ତରଳ ମନଟେ ତୁମର ତୁମେ ସଚ୍ଚୋଟ ପରିଶ୍ରମୀର ଉଦାହରଣ ତୁମ ପଢେଇଥିବା ପାଠରେ ପାଠୁଆ ଆମେ ପ୍ରତିବାଦ କରିବାର ନୈତିକ ସାହସୀ ତୁମେ
Others
ନନାଙ୍କ ପାଇଁ
Kamala Satpathy · 1 min read · 13.3K reads
ଆହୁରି ବି ଇଚ୍ଛା ହୁଏ ଏ ପରିଣତ ବୟସରେ ତମ କୋମଳ ସ୍ପର୍ଶକୁ ଆଖବୁଜି ଧିରେ ଧିରେ ଅନୁଭବି ଗୋଟେ ମିଛ ବିଶ୍ବାସକୁ
Tragedy
Loading…
Next page →