by Debabrata Mishra ✓ · 17 Jul 2019
ଗମ୍ଭୀରତା ଭିତରେ ବି ତରଳ ମନଟେ ତୁମର ତୁମେ ସଚ୍ଚୋଟ ପରିଶ୍ରମୀର ଉଦାହରଣ ତୁମ ପଢେଇଥିବା ପାଠରେ ପାଠୁଆ ଆମେ ପ୍ରତିବାଦ କରିବାର ନୈତିକ ସାହସୀ ତୁମେ
Loading comments…
Loading comments…