English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନାଲିପାଟ
95 poems
କନ୍ୟା ବେଶ
ଵଳରାମ ତରାଈ · 1 min read · 71 reads
କହାକୁ ଡାକିବି ମୋ ବୋଉ ଆଉ ବୋଉ ମୋତେ କଲୁ ପର କିଏ ମୋତେ ସକାଳୁ ଉଠାଇ ଦେବ କାହାକୁ କରିବି ନିଜର ।
Others
ବରଷାରେ ବାହାଘର
Banalaxmi Mohanty · 1 min read · 190 reads
ସାଧବ ବୋହୁ କୁଣିଆ ସାଜି ନାଲି ପାଟ ପିନ୍ଧି ଖାଉଛି ଭୋଜି
Comedy
ସବୁ ଆଜି ନାଲି ନାଲି
ସବୁ ଆଜି ନାଲି ନାଲି
Rajesh Kumar Jain · 1 min read · 6.8K reads
ଆଜି କାହିଁ ସବୁ ନାଲି ନାଲି ଲାଗୁଛି ସକାଳର ସୂରୁଯ ନାଲି, ଚଉରାର ମୁରୁଜ ନାଲି ଫୁଲର ପାଖୁଡ଼ା ନାଲି ନାଲି ପାଲଟିଛି ସାରା ପୃଥିବୀଟା ନାଲି ନାଲି ସବୁକିଛି ନାଲି ଦିଶୁଛି କ’ଣ ମୋତେ ପ୍ରେମ ଘାରିଛି ?
Comedy
ଥରୁଟିଏ ହେଉପଛେ
Neelima Nivedita Behera · 1 min read · 7K reads
ଆଖି ମିଟିକାରେ ମୋତେ କହୁଥାଏ ଡେରି କରେନା ଆଉ ଯା’ ପିନ୍ଧି ଦେ’... ! ଗଭାରେ ଗଜରା, ଦେହରେ ନାଲି ରଙ୍ଗ ପାଟ ।।
Others
ଚଉପଦୀ (146)
ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 293 reads
କାଟକଳୁଷ ଥାଟଭୟ କବାଟ ସାଜ ରେ ଘାଟଟି ଏହୁ ବାଟ ନତୁ ଉଚ୍ଚାଟ ହେଜ ରେ, ପାଟ ନକର ଭାଟ ପଣର ହାଟକ ନଟ ମାଟରେ ହେବ ହାଟଟି ଏହି ପାଟ ଶେଯ ରେ
Classics
ହାଟର ନାଟ
Sunanda Mohanty · 1 min read · 468 reads
ଜୀବନ ନାଟ ପାଇଁ ତ ବସିଛି ହାଟ କିଏ କରେ କେତେ କସରତ କିଏ ପିନ୍ଧେ ପୁଣି ପାଟ
Inspirational
Loading…
Next page →