English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନାଲିରକ୍ତ
199 poems
ନାଲି ରକ୍ତ
Gangotri Priyadarshini · 1 min read · 207 reads
ମଣିଷ ଅମୃତର ସନ୍ତାନ ଅମୃତର ରଙ୍ଗ ଧଳା ଆଉ ନାଲି ରକ୍ତର ରଙ୍ଗ ମୁଁ କହିବିନି, ଏଥର ତୁମେ କହିବ
Inspirational
ନାଲି ରକ୍ତ
SACHALA GURU · 1 min read · 237 reads
କୁରୁ ବଂଶ ପୁତ୍ର ଦୁର୍ଯ୍ୟୋଧନ ସେ ତ କ୍ରୋଧାନଳେ ବଶୀଭୂତ ପାଣ୍ଡଵମାନଙ୍କୁ ନିପାତ କରିବା ଥିଲା ତାଙ୍କ ନାଲି ରକ୍ତ
Others
ନାଲି ରକ୍ତ
Durjyodhan Barik · 1 min read · 201 reads
ଶତ ଶତ ନାରୀ କ୍ରନ୍ଦନ କରନ୍ତି ହାରି ତାଙ୍କ ପରିଜନ, ବନ୍ଧୁ ସ୍ଵାମୀ ପିତା ଜ୍ଞାତି ଅବା ଭ୍ରାତା ହରାଇ ତାଙ୍କ ସନ୍ତାନ ।
Inspirational
ନାଲିରକ୍ତ
Kalpana Ray · 1 min read · 237 reads
ନାଲି ରକ୍ତ ଶିଥିଳ ହୁଏ ଦୁଃଖରେ, ରୋଗରେ ସଙ୍କୁଚିତ ହୁଏ କେଉଁ ଅପାଂକ୍ତେୟର ଦାନରେ ଦୁଃଖ କରେ ନିର୍ଯ୍ୟାତନାରେ, ପ୍ରପୀଡ଼ିତରେ ଟକମକ ଫୁଟେ କେଉଁ ଧର୍ଷଣ ମୁହୂର୍ତ୍ତରେ ଅଵନମିତ ହୁଏ ଅନ୍ୟର କୋହରେ ଭାରି ପଡେ କଳାବଜାରୀର ଦାଉରେ
Romance
ପାଇକ ପୁଅ
Sambit Srikumar · 1 min read · 443 reads
ତୁମ୍ଭେ ଏଜାତିର ଅସ୍ତିତ୍ବ ଅସ୍ମିତା ଗୌରବ ସ୍ବାଭିମାନ ତୁମ୍ଭ ଚରଣ କମଳେ କୃତଜ୍ଞ ଜାତିର ଶତ ଶତ ନମନ ।
Action
ନାଲି ରକ୍ତ
Prafulla Chandra Mishra · 1 min read · 193 reads
ବୁଦ୍ଧଦେବଙ୍କର ଅହିଂସା ଅସ୍ତ୍ରରେ ବର୍ବର ଫିରିଙ୍ଗି ଦଳ କ୍ଷତ ବିକ୍ଷତ ସେ ହଜିଯାଇଥିଲା ତା’ର ଯେତେ କଳ ବଳ
Others
Loading…
Next page →