by କଳ୍ପନା ରାୟ ✓ · 27 Nov 2020
ନାଲି ରକ୍ତ ଶିଥିଳ ହୁଏ ଦୁଃଖରେ, ରୋଗରେ ସଙ୍କୁଚିତ ହୁଏ କେଉଁ ଅପାଂକ୍ତେୟର ଦାନରେ ଦୁଃଖ କରେ ନିର୍ଯ୍ୟାତନାରେ, ପ୍ରପୀଡ଼ିତରେ ଟକମକ ଫୁଟେ କେଉଁ ଧର୍ଷଣ ମୁହୂର୍ତ୍ତରେ ଅଵନମିତ ହୁଏ ଅନ୍ୟର କୋହରେ ଭାରି ପଡେ କଳାବଜାରୀର ଦାଉରେ
Loading comments…
Comments
Loading comments…