StoryMirror - Read, Write, Share & Repeat- ସାହସର ଗାଥାSabyasachi Padhi · 1 min read · 545 readsଅଲୋକାଭିମୁଖୀ,
ଛୋଟିଆ ପତଙ୍ଗ,
ଜଳିଗଲା,
ପତଙ୍ଗର କଥା ନୁହେଁ, ସାହସର ଗାଥା ।Inspirational
- ଉଦାସୀ ଶ୍ରାବଣରେ ବର୍ଷାAjaya kumar Jena · 1 min read · 150 readsଅନେକ ଆଶା ଆଉ ବିଶ୍ୱାସକୁ
ମୋ ନିଃଶ୍ୱାସରେ ବାନ୍ଧି-
ମୁଁ ପହଞ୍ଚିଥିଲି ତା' ପାଖରେ,
ଖୁବ୍ ତା' ପାଖରେ!Tragedy
- ସଫଳତାAjaya kumar Jena · 1 min read · 232 readsସମୟର ତାଳେ ତାଳେ
ସଫଳତାରେ ଲେସିଦିଅ ପ୍ରେମର ଅତର,
ଚଉଦିଗ ସୁବାସରେ ଭରିଯାଉ ଆତ୍ମୀୟତା,
ନିଃଷ୍ପ୍ରଭ ହେଉ ଦୁଃଖ, ଶୋକ ଆଉ ଯନ୍ତ୍ରଣା,
ଆଉ ଲୁହର ସୁନାମି ତଳୁ ମୁଣ୍ଡ ଟେକୁ ହସ।Inspirational
- ତୁମେ-୨୫Satyanarayan Sahoo ( Neetu ) · 1 min read · 167 readsମୁଁ ନଷ୍ଟ, ନିରବ, ନିଃଷ୍ପ୍ରଭ - ପ୍ରବାହ
ନିଷିଦ୍ଧ ନଈର ସୁଅ
ସେ ନଈ କୂଳରେ ନିଶୀଥ ପ୍ରହରେ
ମୁଁ ଏକ ବିଦଗ୍ଧ କୋହRomance