by Ajaya kumar Jena ✓ · 30 Sept 2020
ସମୟର ତାଳେ ତାଳେ ସଫଳତାରେ ଲେସିଦିଅ ପ୍ରେମର ଅତର, ଚଉଦିଗ ସୁବାସରେ ଭରିଯାଉ ଆତ୍ମୀୟତା, ନିଃଷ୍ପ୍ରଭ ହେଉ ଦୁଃଖ, ଶୋକ ଆଉ ଯନ୍ତ୍ରଣା, ଆଉ ଲୁହର ସୁନାମି ତଳୁ ମୁଣ୍ଡ ଟେକୁ ହସ।
Loading comments…
Loading comments…