Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନିଖୋଜ
6 poems
ପରୀ ସବୁଜ
Hitendra Mohanta · 1 min read · 305 reads
ଭ୍ରୂଲତା ଭାଙ୍ଗଇ ଅଳସ ଶେଯ କି ଦେଖିଲା ମୋ ନେତ୍ର କେଶ କୁନ୍ତଳରେ କୃଷ୍ଣ ନିଖୋଜ ବନେ ମଯୂରୀର ପୁଚ୍ଛର
Classics
ସୁଯୋଗ
kahnu charan sahu · 1 min read · 167 reads
ସୁଯୋଗ
Abstract
ନିଖୋଜ ମୃତ୍ୟୁ
Aishwarya Mishra · 1 min read · 10 reads
ମୃତ୍ୟୁ ମଧ୍ୟ ଦେଉଛି ଅଭିଶାପ ହୋଇଯାଅ ତୁମେ ଅନ୍ୟ ଜଣେ ଅଶ୍ଵତ୍ଥାମା ଦ୍ବାରେ ଦ୍ବାରେ ଖୋଜିବୁଲ କେବଳ ମୃତ୍ୟୁର ସ୍ପର୍ଶ କିନ୍ତୁ ତୁମ ପାଇଁ ସର୍ବଦା ନିଖୋଜ ହୋଇଯାଉ ମୃତ୍ୟୁ ।
Tragedy
ହଜି ଯାଉଥିବା ନଈ
Bijay Prusty · 1 min read · 337 reads
ମୋ ପାଖରେ କିଏ ଅଛି ଯେ ମୋତେ କହିଦେବ ମୋ ହଜିଲା ଠିକଣା, ନିଜର ବୋଲି ମୋ ପାଖରେ କିଛି ହେଲେ ନାହିଁ ହସ ବି ମୋର ନୁହେଁ, ଲୁହ ବି ତ ମୋର ନୁହେଁ, ଜୀବନର ପଶାପାଲିରେ ମୁଁ ଏକ ନିଖୋଜ ଝରଣା
Tragedy
ନାଟକ
Sanjya Tripathy · 1 min read · 335 reads
ବୃନ୍ତଚ୍ୟୁତ ହେଲା ପୁଣି ଗୋଟିଏ ଫୁଲ ମୌସୁମୀର ବିଦଗ୍ଧ ଫୁଲ ବନରେ ଏବେ ନୀରବତା ନୀରବତା ନଷ୍ଟ ନୀଡର ନୀରବତା ନିଖୋଜ ଈଶ୍ୱରଙ୍କର
Others
ନିଖୋଜ ଗଣତନ୍ତ୍ର
Sanjya Tripathy · 1 min read · 202 reads
କରୋନା ମହାମାରୀ ବେଳେ ଲକଡାଉନରେ ଶତ ସହସ୍ର ଘରେ ଚୂଲି ଅଜଳା ଥିବା ବେଳେ କ୍ଷୁଧାର ସହରରେ ଦାରିଦ୍ର୍ୟ ବେକାରୀର ବାଜିମାତ୍ ବେଳେ କେଉଁଠି ଥିଲା ଗଣତନ୍ତ୍ର ?
Others