by Bijay Prusty ✓ · 18 Mar 2021
ମୋ ପାଖରେ କିଏ ଅଛି ଯେ ମୋତେ କହିଦେବ ମୋ ହଜିଲା ଠିକଣା, ନିଜର ବୋଲି ମୋ ପାଖରେ କିଛି ହେଲେ ନାହିଁ ହସ ବି ମୋର ନୁହେଁ, ଲୁହ ବି ତ ମୋର ନୁହେଁ, ଜୀବନର ପଶାପାଲିରେ ମୁଁ ଏକ ନିଖୋଜ ଝରଣା
Loading comments…
Loading comments…