StoryMirror - Read, Write, Share & Repeat- ମୃତ୍ୟୁAshis Kumar Swain · 1 min read · 386 readsଲୋଭ ମୋହ ମାୟା ଗ୍ରାସିତ ହୁଏ,
ସଠିକ୍ ବିଚାର କରି ନଥାଏ ।
ଜାଣିଲା ବେଳକୁ କିଛି ନଥାଏ ,
ମୃତ୍ୟୁ ଦ୍ଵାର ଦେଶେ ଦଣ୍ଡିତ ହୁଏ ।Abstract
- ଜନ୍ମ ମୃତ୍ୟୁSnigdha Nayak · 1 min read · 300 readsଗୋଟିଏ ଆରମ୍ଭ ତ ଅନ୍ୟଟି ଶେଷ
ଗୋଟାଏ ଆତ୍ମା ର ଦୁଇଟି ବସ୍ତ୍ର
ଜଣେ ବାହାନତ ଅନ୍ୟଟି ବାହକ
ଜଣେ ଅନ୍ୟର....Others
- ବଡ଼ବାବୁGhanashyam Biswal · 1 min read · 91 readsସୂର୍ଯ୍ୟ ଵି ପଶ୍ଚିମ ଦିଗରେ ଉଇଁବା ଆରମ୍ଭ କରିବ
ସେମାନେ ସମୟକୁ ମାନନ୍ତିନି
ସମୟ ସେମାନଙ୍କୁ ମାନେ
ନAbstract
- କଇଁ ଓ ଚାନ୍ଦJitendra Seth · 1 min read · 181 readsକଇଁ ଓ ଚାନ୍ଦRomance
- ନିରାଟ ସତ୍ୟ......Jharana Rout · 1 min read · 218 readsନିରାଟ ସତ୍ୟ......Tragedy
- କେବଳ ସତ୍ୟ--------------------!Ram Prasad Bisoi · 1 min read · 6.6K readsକେବଳ ସତ୍ୟ--------------------!
ସତ୍ୟ----------------------। ଭାରି କଷ୍ଠ , କଟୁ, ଅସହ୍ୟ, ଚାଲି ଥାଏ ନିଜ ପଥରେ ନିଜେ, ନାହିଁ କିଛି ପ୍ରୟୋଜନ ତାକୁ ପ୍ରମାଣିତ , ତା ବାଟରୁ ସେ ନିଜେ କରି ଚାଲେ ସଫା, ଅସତ୍ୟ, ମିଥ୍ୟା, ଦୁରାଚାରିତ, ଲୋଭ, କ୍ରୋଧ, କୁସଂସ୍କାର, ସମୟ ହାତୁଡି ପିଟି ପିଟି ବନାଇ ଦିଏ ଚାରିତ୍ର ଗୁଡିକୁ ସୁସ୍ଵାଦ ଚତୁଆ , ସମ୍ପର୍କ ଭାଙ୍ଗି ଯାଏ, ଗଢି ଉଠେ ନୂଆଁ ଯେ କେତେ , ଶେଷରେ ଜଣେ ଆଗନ୍ତୁକ---------------! ବାହୁ ପ୍ରସାରି କୋଳେଇ ନିଏ ସବୁ ଚରିତ୍ର ଗୁଡିକୁ ଯିଏ ତା ପଥ ର ପଥିକ ସେ ଅପରିଚିତ ଆଗନ୍ତୁକ ଟି କିଏ ? ମିଥ୍ୟା ତ ନୁହେଁ କଦାପି , କେବଳ ସତ୍ୟ------------!
ରାମ ପ୍ରସାଦ ବିଶୋଇ (କାଶ୍ୟପ) ତା-୨୫-୦୫-୧୬,ସକାଳ-୧୧ଟା, ରାୟଗଡ଼ା ।Others
Loading…