by Ashis Kumar Swain ✓ · 29 Nov 2019
ଲୋଭ ମୋହ ମାୟା ଗ୍ରାସିତ ହୁଏ, ସଠିକ୍ ବିଚାର କରି ନଥାଏ । ଜାଣିଲା ବେଳକୁ କିଛି ନଥାଏ , ମୃତ୍ୟୁ ଦ୍ଵାର ଦେଶେ ଦଣ୍ଡିତ ହୁଏ ।
Loading comments…
Loading comments…