English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିରୀହଆଖି
698 poems
ଧର୍ମ
MITALI ROUT · 1 min read · 318 reads
ଆକୁ ଦେଖି ତାକୁ ଦେଖି ସମସ୍ତଙ୍କର ଡେଉଁଥାଏ ଡାହାଣ ଆଖି
Others
ଖାଲିଟିକେ ଭୋକ ପାଇଁ...
ଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 7K reads
କଳକଳ ସୁର.. କିଚିବି ଦିଶିଲା ନାହିଁ.....?? ଜାଲି ପୋଡି ସବୁ ସେସ କରିଦେଲ ଉନ୍ମାଦ-ମତ୍ତ-ଦେହ ଗୋଟାକର ଖାଲିଟିକେ ଭୋକ ପାଇଁ ....
Classics
ସ୍ଵାଭିମାନର ଚିରାଏ ଆଲୁଅ
Bikesh Sahu · 1 min read · 389 reads
ଫସଲ ସବୁ ମାଟିରେ ମାଟି ହେବା ପରଠୁ ସେମିତି ବସି ରୁହେ ସେଇ ଚାଳ ଘର ମାଟି ପିଣ୍ଡା ଉପରେ ଅତି ନିରୀହ ଆଖିରେ
Others
ଶିଶୁ
Sunanda Mohanty · 1 min read · 11.8K reads
ସେଇ ନିରୀହ ଆଖିରେ ଅଶ୍ରୁ ନାହିଁ ସେଇ ନିର୍ଲିପ୍ତ ଓଠରେ ହସ ନାହିଁ ସେ ଖାଲି ମାଆକୁ ଡାକୁଛି
Children Stories
ଲୁହ ନୁହେଁ ଲହୁ
Prafulla Chandra Mishra · 1 min read · 176 reads
ସ୍ତବ୍ଧ ତ୍ରସ୍ତ୍ର କଲା ପ୍ରାର୍ଥନା ସଭା ୟେ ବଜ୍ର ନିର୍ଘୋଷ ଶବ୍ଦ ସରବେ ଭୟେ ନିସ୍ତବ୍ଧ ସହସା ମୁଦ୍ରିତ ଚକ୍ଷୁ ଉନ୍ମେଳନେ ଉଷ୍ମ ନାଲିଆ ରକ୍ତ ଭିଜିଛି ପ୍ରାର୍ଥନା ମଣ୍ଡପ ଲିଭଛି ଦିପ୍ତିମାନ ସେ ଦୀପ ।। ସାବରମତୀର ଫୁଙ୍ଗୁଳା ଫକିର ସତ୍ୟ
Inspirational
କହି ଦିଅ.... ଥରେ..
Sanuja Meghamala · 1 min read · 153 reads
ତୁମ ଆଖି ଅବିକଳ ତୁମ ପରି ଦୁର୍ବୋଧ ସାହିତ୍ୟ, ଜଟିଳ ଭଗ୍ନାଂଶ କେଉଁଠୁ ଶିଖିଚ ଏମିତି ନିଜ ଭିତରେ ନିଜକୁ ସୀମିତ ରଖିବାର କଳା ଚାରିପଟେ ସୃଷ୍ଟି କରି ସଂକୁଚିତ ବଳୟ ଟିଏ ।
Romance
Loading…
Next page →