by Sanuja Meghamala ✓ · 29 Dec 2019
ତୁମ ଆଖି ଅବିକଳ ତୁମ ପରି ଦୁର୍ବୋଧ ସାହିତ୍ୟ, ଜଟିଳ ଭଗ୍ନାଂଶ କେଉଁଠୁ ଶିଖିଚ ଏମିତି ନିଜ ଭିତରେ ନିଜକୁ ସୀମିତ ରଖିବାର କଳା ଚାରିପଟେ ସୃଷ୍ଟି କରି ସଂକୁଚିତ ବଳୟ ଟିଏ ।
Loading comments…
Loading comments…