English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିର୍ଣ୍ଣାୟକ
5 poems
ମାତୃତ୍ବର ପରିଭାଷା
Pankajini Upadhaya · 1 min read · 7K reads
ସୁରକ୍ଷା ଦେବା ତାକୁ ଶ୍ରଦ୍ଧା ଭଲପାଇବାର ହାତ ଟିକେ ବଢାଇ ଦେବା। ଆବାହନ କରିବା ତେଜାଗ୍ନିର ସୃଷ୍ଟିର ମଙ୍ଗଳକାରିଣୀର।
Inspirational
କାହାଣୀମୟ ଜୀବନ
Subhalaxmi Das · 1 min read · 75 reads
ଉପେକ୍ଷିତ ଜୀବନ ସମ୍ଭାବନା....
Others
କୋଭିଡ ଯୋଦ୍ଧା
BISWESWAR MAJHI · 1 min read · 196 reads
ଯୋଦ୍ଧା ଦଳ ତାଙ୍କ ପରିବାର ଭୁଲି ଜୀବନ ଲଗାଇ ବାଜି କୋଭିଡ ସହିତ ଲଢେଇ କରନ୍ତି କାଳେ ହାରିବ ସେ ପାଜି। କେତେ ଯୋଦ୍ଧା ତାଙ୍କ ଜୀବନ ଦେଲେଣି ହିସାବ ତାହାର ନାହିଁ ଲଢେଇ ସରିନି ନିର୍ଣ୍ଣାୟକ ଚିନ୍ତି ବାଜି ଦିଅନ୍ତି ଲଗାଇ।
Others
ସଂକଳ୍ପ
Debadatta Jena · 2 min read · 391 reads
ଅଭିଭାବକ ଵି,ପୃଷ୍ଟ ପୋଷକ ଵି.. କେଉଁ ଅସୀମିତ ଓଜସ୍ୱିନୀ ସମ୍ଭାଷଣର ବିମୁଢ଼ ବାଗ୍ଦେଦାତ୍ତା,ପରିମାର୍ଜିତ ଶ୍ରେଷ୍ଠ ନୁହଁନ୍ତି, ଯଶସ୍ବୀ,ବାଗ୍ମୀ ପ୍ରବର, ଜ୍ଞାନ ପିପାସୁ ଲବ୍ଧ, ପ୍ରବଳ ପାଣ୍ଡିତ୍ୟର ଅଖଣ୍ଡ ପୂଜାରୀ, ପ୍ରବର ଆତ୍ମ ସଂଯମୀ,
Classics
ଶିକ୍ଷକ
Sneha Mishra · 1 min read · 223 reads
ପଥ ପ୍ରଦର୍ଶକ ଜ୍ଞାନର ପ୍ରତୀକ ଶିକ୍ଷକ ତ ନିର୍ଣ୍ଣାୟକ | ମନ ମସ୍ତିଷ୍କରେ ଭରି ଦେଇଥାନ୍ତି ଜ୍ଞାନର ସେ ପ୍ରକାଶକ |
Inspirational