by BISWESWAR MAJHI ✓ · 30 May 2021
ଯୋଦ୍ଧା ଦଳ ତାଙ୍କ ପରିବାର ଭୁଲି ଜୀବନ ଲଗାଇ ବାଜି କୋଭିଡ ସହିତ ଲଢେଇ କରନ୍ତି କାଳେ ହାରିବ ସେ ପାଜି। କେତେ ଯୋଦ୍ଧା ତାଙ୍କ ଜୀବନ ଦେଲେଣି ହିସାବ ତାହାର ନାହିଁ ଲଢେଇ ସରିନି ନିର୍ଣ୍ଣାୟକ ଚିନ୍ତି ବାଜି ଦିଅନ୍ତି ଲଗାଇ।
Loading comments…
Loading comments…