Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଲଢେଇ
7 poems
ଜୀବନ ଏକ ସଂଘର୍ଷ
padmaja pati · 1 min read · 280 reads
ଖାଇବା ଦରବ ଦେଖିଲେ କୁକୁର, ବିଲେଇ କରନ୍ତି କଳି କୁଆ ଖୁମ୍ପାଖୁମ୍ପି ଷଣ୍ଢର ଲଢେଇ ଦେଖିବା ଭଳି କି ଭଳି l
Others
ଖେଳ ରୁ ମଜା ସାଉଣ୍ଟିବା
Alhadini Panigrahi dash · 1 min read · 190 reads
ଖେଳ ଭିତରେ ଚାଲୁଥିବ ଶତ୍ରୁ ର ଲଢେଇ କଳା, ଧଳା ର ଲଢେଇ ମୁଁ, ଓ ତୁ ର ଲଢେଇ ଏଇ ଲଢେଇ କୁ ଖେଳ ଭିତରେ ସିମୀତ ରଖି କେବଳ ଖେଳ ର ମଜା ସାଉଣ୍ଟିବା ଖେଳ ସରିଗଲେ ପୁଣି ଦୁହେଁ 'ଆମେ' ହୋଇଯିବା ।
Classics
ଅଦୃଶ୍ୟ ରାକ୍ଷସ
Lipi Sahoo · 1 min read · 33 reads
ଅଦୃଶ୍ୟ କିଏ ସେ ସତ୍ତା ???? କ୍ଷଣ କ୍ଷଣେକେ ବଜାଏ ମୃତ୍ୟୁର ବିଗୁଲ୍ ଖୋଜି କେ ପାଏନା , ଧରା ସେ ଦିଏନା ହେଲେ ଚାଲେ ଘମାଘୋଟ ଲଢେଇ
Others
କରୋନା
Jayashree patra · 1 min read · 191 reads
ସାରା ଦେଶ ଏବେ କରୁଛି ଲଢେଇ କରୋନାର ଆତଙ୍କକୁ ଦେବା ଦୂରେଇ ଘରେ ଥାଇ ଆମେ ସୁସ୍ଥ ରହିବା କରୋନାଠୁ ଜିତି ଦେଖାଇଦେବା l
Inspirational
କୋଭିଡ ଯୋଦ୍ଧା
BISWESWAR MAJHI · 1 min read · 196 reads
ଯୋଦ୍ଧା ଦଳ ତାଙ୍କ ପରିବାର ଭୁଲି ଜୀବନ ଲଗାଇ ବାଜି କୋଭିଡ ସହିତ ଲଢେଇ କରନ୍ତି କାଳେ ହାରିବ ସେ ପାଜି। କେତେ ଯୋଦ୍ଧା ତାଙ୍କ ଜୀବନ ଦେଲେଣି ହିସାବ ତାହାର ନାହିଁ ଲଢେଇ ସରିନି ନିର୍ଣ୍ଣାୟକ ଚିନ୍ତି ବାଜି ଦିଅନ୍ତି ଲଗାଇ।
Others
ସୈନିକ ଭାଇ
Bishwaranjan Tripathy · 1 min read · 19 reads
ତୋ ପାଇଁ ଶୋଉଛୁ ଆମେ ଶାନ୍ତି ନିଦ୍ରାରେ ତୋ ବିନା ଅଟେ ପରା ଏ ଦେଶ ଅଧାରେ।
Inspirational
Loading…
Next page →