by Alhadini Panigrahi dash ✓ · 18 May 2019
ଖେଳ ଭିତରେ ଚାଲୁଥିବ ଶତ୍ରୁ ର ଲଢେଇ କଳା, ଧଳା ର ଲଢେଇ ମୁଁ, ଓ ତୁ ର ଲଢେଇ ଏଇ ଲଢେଇ କୁ ଖେଳ ଭିତରେ ସିମୀତ ରଖି କେବଳ ଖେଳ ର ମଜା ସାଉଣ୍ଟିବା ଖେଳ ସରିଗଲେ ପୁଣି ଦୁହେଁ 'ଆମେ' ହୋଇଯିବା ।
Loading comments…
Loading comments…