StoryMirror - Read, Write, Share & Repeat- ମା’ର ବି ଭାଗବସେ ଏଠିParesh Kumar Sahoo · 1 min read · 7K readsଥାଉ ସାଆନ୍ତେ,
ଫେରେଇ ନିଅ ତୁମ ଆଦେଶ
ସବୁ ନେଇ ମୁକ୍ତ କର ମୋତେ...Tragedy
- ନୀଳ ତୃଷ୍ଣାRajalaxmi Tripathy · 1 min read · 6.6K readsଥରଟିଏ ସ୍ପର୍ଶ ଦେଇଯାଅ
ପ୍ରତୀକ୍ଷା ର ସମୟରେ ଥିବା
ସେହି ଗୋଧୁଳି ବେଳାକୁ,
ଏକ ସଂଯତ ନଦୀର ତୃଷ୍ଣା ରେOthers
- ଜୀବନର ଭାଵPrabhanjana Tripathy · 1 min read · 296 readsବିଶ୍ୱର ପ୍ରତ୍ୟକ ଶରୀର ଜୋଡୀତ,
ଦୁଃଖ ସୁଖ ଆଉ ମାୟା ବନ୍ଧନେ,
ତେଣୁ ଏହି ମାୟା ଜାଲ ମଧ୍ୟେ ଛନ୍ଦି,
ଲAbstract
- ଆକାଶ କୁ ମୁଠେଇବା ଅଫରୁମିତା ପଟନାୟକ · 1 min read · 11.5K readsତାପରେ ହାତ ବଢ଼େଇ ଧରିବାକୁ ଚେଷ୍ଟା କଲି
ଫୁଲରେ ବସିଥିବା ପ୍ରଜାପତି
ଦଳ ଦଳ ଦେଇ ବୁଲୁଥିବା ପଙ୍ଗପାTragedy
- ରାସ୍ତାChinmay Behera · 1 min read · 222 readsଅର୍ଦ୍ଧଦଗ୍ଧ ମଣିଷଟା
ଜୀବାତ୍ମାଠୁ ବହୁତ ପଛରେ,
କର୍ଦ୍ଦମାକ୍ତ ଅଙ୍ଗୁଳି ସନ୍ଧିରେ
ଲେସିହୋଇ ରହି ଯାଇଥିବା
ମେଞ୍ଚାଏ ବାରବୁଲା ପାପ ପରି -
ଅଳ୍ପାୟୁ ସେ କବର ହାଟରେ,
କ୍ଷଣିକ ଉନ୍ମାଦନାର ଭାଗ୍ୟରେଖା
ଯୋଡିଚାଲେ ସିନା
ଅପହଞ୍ଚ ଇଲାକାAbstract
- ରାଜା ରାମମୋହନ ରାୟPranati Mahapatra · 1 min read · 221 readsବାଲ୍ୟବିବାହ, ବହୁବିବାହ,ନାରୀସ୍ୱାଧୀନତା,ଶିକ୍ଷା ପ୍ରବର୍ତ୍ତକ ,
ମୂଲ୍ୟହୀନ ଅସାମାଜିକ କାର୍ଯ୍ୟ ଉଚ୍ଛେଦ ରାଜା ସମାଜ ସଂସ୍କାରକ,
ସଭିଏଁ ଇଶ୍ୱର ସନ୍ତାନ ଭାବେ ଜାତି ପ୍ରଥା ମୂଲ୍ୟହୀନ,
ବହୁ ଘୃଣା ପ୍ରଥା ଉଚ୍ଛେଦ କଲେ ରାଜା ରାମମୋହନ।Inspirational
Loading…