by Chinmay Behera ✓ · 24 Apr 2021
ଅର୍ଦ୍ଧଦଗ୍ଧ ମଣିଷଟା ଜୀବାତ୍ମାଠୁ ବହୁତ ପଛରେ, କର୍ଦ୍ଦମାକ୍ତ ଅଙ୍ଗୁଳି ସନ୍ଧିରେ ଲେସିହୋଇ ରହି ଯାଇଥିବା ମେଞ୍ଚାଏ ବାରବୁଲା ପାପ ପରି - ଅଳ୍ପାୟୁ ସେ କବର ହାଟରେ, କ୍ଷଣିକ ଉନ୍ମାଦନାର ଭାଗ୍ୟରେଖା ଯୋଡିଚାଲେ ସିନା ଅପହଞ୍ଚ ଇଲାକା
Loading comments…
Comments
Loading comments…