Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନୂଆବୋହୂ
12 poems
ଗ୍ରାମ୍ୟ ପ୍ରଭାତ
Prasanna Kumar Madala · 1 min read · 145 reads
ନୂଆବୋହୂ କିଏ ସରସୀର କୂଳେ ଭିଜା ଭିଜା ତନୁ ସରମ ଆକୁଳେ ବୁକୁକୁ ନିଜର ଘୋଡେ଼ଇ ଦୁକୂଳେ ମଥାରେ ଓଢଣୀ ଢାଙ୍କିଲା , କୁମ୍ଭେ ନୀର ଆଣି ନିଜ ମଥାପରେ ସଜାଇ ରଖନ୍ତେ ମୁଚୁଳା ଖାପରେ ପାଦକୁ ବଢାଇ ମନରେ ତାପରେ ସପନର ଛବି ଆଙ୍କିଲା । ପ୍ରବାସେ ଯାଇଛି ଗେରସ୍ତ ଯାହାର ଫେରିବା ବାଟକୁ ଚାହିଁ ତା' ନାହାର ନକହି କାହାକୁ ବେଦନା ତାହାର ଫିଟିଲା କୁନ୍ତଳ ବାନ୍ଧିଲା , ଏକାକିନୀ ରହି ପ୍ରତିଟି ନିଶାରେ ବିଷାଦ ଭରଇ ନିତି ଅଭିସାରେ ବୁଦ୍ଧି ନ ଦିଶଇ କେବଣ ଦିଶାରେ ସମ୍ଭାଳି ନପାରି କାନ୍ଦିଲା ।
Others
ନୂଆବୋହୂ
Shashanka sekhar Ray · 1 min read · 345 reads
ମଙ୍ଗଳସୂତ୍ରର ସ୍ଵୀକୃତି ମୋହର ବଦଳାଇଛି ନୂଆ ପରିଚୟ ମୋର ଝିଅରୁ ହୋଇଛି ବୋହୂଟି କାହାର
Others
ବୟସର ସାୟାହ୍ନ
ଦୀପକ କୁମାର ପାତ୍ର · 1 min read · 92 reads
ବୟସର ସାୟାହ୍ନ
Tragedy
ନୂଆବୋହୂ
Sudipta Sundar Mohanty · 1 min read · 321 reads
ନୂଆବୋହୂ
Romance
ସେଇ ସ୍ଵର୍ଣ୍ଣିମ ମୁହୂର୍ତ୍ତର ଆଳାପ
Bandita Mohanty · 1 min read · 175 reads
ସେଇ ସ୍ଵର୍ଣ୍ଣିମ ମୁହୂର୍ତ୍ତର ଆଳାପ
Romance
ନୂଆ ବୋହୂ
Bijoy Jena · 1 min read · 128 reads
ସବୁ ଗରଳକୁ ଆନନ୍ଦରେ ପିଇ ଯାଏ ହେଲେହେଁ ସେ ନାରୀଟିଏ ସର୍ବଂସହା
Action
Loading…
Next page →