English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପରିଚିତା
3 poems
ସୌନ୍ଦର୍ଯ୍ୟ ସ୍ତୁତି
Raja Sekhar CH V · 1 min read · 162 reads
ଲାଗୁଛ ଯେମିତି ନନ୍ଦନକାନନର ଅପରାଜିତା, ଲାଗୁଛ ଯେମିତି ଓଡ଼ିଆ ଚଳଚ୍ଚିତ୍ରର ମହାଶ୍ୱେତା, ଲାଗୁଛ ଯେମିତି ବନର ସୋମଲତା ସୁମଲତା, ଲାଗୁଛ ଯେମିତି ବହୁଦିନର ପ୍ରୀତିକର ପରିଚିତା
Others
ନାମ ଯେ ତା'ର ଦୁହିତା
pranati Mahapatra · 1 min read · 66 reads
ନିଏ ଆନ ଜନ୍ମ କରେ ପୂଣ୍ୟ କର୍ମ ଉଚ୍ଚ କରେ ପିତୃ ମଥା। ଦୁହିତାରୁ ବଧୂ,ବଧୂରୁ ସେ ମାତା ମୃତ୍ୟୁ ସାଥେ ଲଢି ହୁଏ, ସୁଶିକ୍ଷା ସଂସ୍କାର ସୁକଲ୍ୟାଣ ମାନ ନିଜ ସନ୍ତାନକୁ ଦିଏ।
Inspirational
ଦିଅ ହେ ସମ୍ମାନ ଶ୍ରଦ୍ଧା
ବି. ନିରୁପମା · 1 min read · 340 reads
ଜନନୀ ଭାବରେ ସନ୍ତାନ ପ୍ରସବି ଛୋଟରୁ କରଇ ବଡ଼, ସେନେହ, ମମତା ଢାଳିଦେଇ କେବେ ଦିଏ ପୁଣି ଗାଳି ମାଡ଼ । ପିଲାଙ୍କୁ ମଣିଷ କରିବା ପାଇଁକି ବତାଏ ଉଚିତ ବାଟ, ସହେ ତାଙ୍କ ଅଳି ଅରଦଳି ଆଉ ଖୁଆଏ ପୂରାଇ ପେଟ ।
Abstract