by ବି. ନିରୁପମା ✓ · 21 Dec 2020
ଜନନୀ ଭାବରେ ସନ୍ତାନ ପ୍ରସବି ଛୋଟରୁ କରଇ ବଡ଼, ସେନେହ, ମମତା ଢାଳିଦେଇ କେବେ ଦିଏ ପୁଣି ଗାଳି ମାଡ଼ । ପିଲାଙ୍କୁ ମଣିଷ କରିବା ପାଇଁକି ବତାଏ ଉଚିତ ବାଟ, ସହେ ତାଙ୍କ ଅଳି ଅରଦଳି ଆଉ ଖୁଆଏ ପୂରାଇ ପେଟ ।
Loading comments…
Comments
Loading comments…