English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପରିମାର୍ଜିତ
3 poems
ଗୁରୁ
Sudipta Kumar Panda · 1 min read · 348 reads
ଧନ୍ୟ ଗୁରୁ ତୁମ୍ଭେ ଧନ୍ୟ ତୁମ୍ଭ ଜୀବନ ତୁମେ ନିଃସ୍ଵାର୍ଥ ସେବକ ସତ୍ୟାଶ୍ରୟୀ ସୁଗୁଣଯୁକ୍ତ ଗର୍ବ ଗାରିମାର ଅମ୍ଳାନ ଧନ୍ୟ ଗୁରୁ ତୁମେ ଅଟଇ ମହାନ।
Inspirational
ଏକ ସୁସ୍ଥ ଓ ନିରାମୟ ଜୀବନର ଅନ୍ତରାଳେ
Kishore Nayak · 1 min read · 214 reads
ଯେଉଁ ସମୟରେ ଯାହାଟା କରଣୀୟ ସେ ସବୁକୁ ଠିକ୍ ସମୟରେ ଉପଯୁକ୍ତ ଭାବରେ ସମ୍ପାଦନ କରିବା ଭିତର ଦେଇ
Tragedy
ନବ ଉନ୍ମାଦନା
CHITTARANJAN DEHURY · 1 min read · 233 reads
ବିନ୍ଧାଣୀ ସାଜିଣ ବିନ୍ଧ୍ୟ ହିମାଚଳ ବୁକୁରେ ଲେଖିବି ନାଆଁ ସାଜି ମନ୍ଦାକିନୀ ପୀରତି ତଟିନୀ ଭରିବି ପ୍ରାଣରେ ନାହା । ଅତୀତର ଗ୍ଲାନି ବିରହ ପ୍ଲାବନୀ ପାଶୋରି ନବ ବର୍ଷରେ ବିଗତ ଗରଳ ହୋଇ ମହାକାଳ ଭୁଞ୍ଜିବି ଅତି ହର୍ଷରେ ।
Inspirational