by CHITTARANJAN DEHURY ✓ · 10 Jan 2021
ବିନ୍ଧାଣୀ ସାଜିଣ ବିନ୍ଧ୍ୟ ହିମାଚଳ ବୁକୁରେ ଲେଖିବି ନାଆଁ ସାଜି ମନ୍ଦାକିନୀ ପୀରତି ତଟିନୀ ଭରିବି ପ୍ରାଣରେ ନାହା । ଅତୀତର ଗ୍ଲାନି ବିରହ ପ୍ଲାବନୀ ପାଶୋରି ନବ ବର୍ଷରେ ବିଗତ ଗରଳ ହୋଇ ମହାକାଳ ଭୁଞ୍ଜିବି ଅତି ହର୍ଷରେ ।
Loading comments…
Loading comments…