Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପଵିତ୍ର
6 poems
ଗୁପ୍ତ ସମ୍ପର୍କ
Santosh Samal · 1 min read · 291 reads
ଆମ ସମ୍ପର୍କରେ ନାହିଁ ପାପ ପ' ଅକ୍ଷର ସମ୍ପର୍କ ଆମର ଚନ୍ଦ୍ର, କଇଁ ପରି ଅମର ଦୁନିଆ ଦେଲେ ଦଉ ଯେତେ ଜାତନା କାହାରିକୁ ମୁଁ କରିଵିନି ମନା
Tragedy
ବିବାହ
kahnu charan sahu · 1 min read · 146 reads
ପତି ପତ୍ନୀ ହୋଇ ଦାମ୍ପତ୍ୟ ଜୀବନ କରନ୍ତି ଅତିବାହିତ ନବ ସୂର୍ଯୋଦୟେ ନବ କଳିକାର ହୁଏ ପୃଥୀପୃଷ୍ଠେ ଜାତ । ଗଢନ୍ତି ଦୁନିଆ ନିଜ କର୍ମ କରି ଉତ୍ସର୍ଗୀ ନିଜର ପ୍ରାଣ ସନ୍ତାନଙ୍କ ପାଇଁ ଝରାଇ ସେ ଲହୁ ସଞ୍ଚୟ କରନ୍ତି ଧନ ।
Abstract
ବଂଶୀ 💞💞💞💞💞💞
SUJATA DAS · 1 min read · 250 reads
ଅତୀତ ସ୍ମୃତିର ଚିତ୍ରିତ ଫଳକ, ପ୍ରଣୟ ବଲ୍ଲରୀ ପଵିତ୍ର ସୂଚକ l
Others
ନାରୀ ନାରାୟଣୀ
SACHALA GURU · 2 min read · 248 reads
ଅନ୍ତର ଆତ୍ମାରେ ପ୍ରତି ମୁହୂର୍ତ୍ତରେ ସତ ନାମ ଜପି ଥାନ୍ତି ପଵିତ୍ର ନିଷ୍ଠାରେ ଭାବ ଭାବନାରେ ପରଂବ୍ରହ୍ମଙ୍କୁ ଆଣନ୍ତି
Inspirational
ପଵିତ୍ର ଛଠ ପୂଜନ
Ajit Kumar Raut · 1 min read · 338 reads
କଠିନ ବ୍ରତଟି କଠିନ ପୂଜନ ନିର୍ଜଳା ବ୍ରତ ପୂଜନ ଭକ୍ତି ମନେ ହୁଏ ସୂର୍ଯ୍ୟ ଉପାସନା ଛୋଟ ମାତାଙ୍କ ପୂଜନ।
Others
ନିରାକାର ପ୍ରଭୁ
Ajit Kumar Raut · 1 min read · 228 reads
ପବିତ୍ର ମନ୍ଦିର ଦେବ ଦର୍ଶନଟି ନିର୍ମଳ ହୁଏ ଚରିତ୍ର ଭକ୍ତି ମନେ କଲେ ପ୍ରଭୁ ଆରାଧନା କର୍ମପଥଟି ପଵିତ୍ର
Others