Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପହଣ୍ଡି
9 poems
କହରେ କାଳିଆ ଇଛାଟା ତୋହର
Santosh Pattnayak · 1 min read · 6.9K reads
ଭକତ ଲୁହରେ ହେଲାକି ପ୍ରଳୟ ! କିବା ରୋଷ ଇନ୍ଦ୍ରଦେବ କହରେ କାଳିଆ ଇଛାକି ତୋହର ପହଣ୍ଡି ନାବରେ ହବ....!!!
Others
ରଥଯାତ୍ରା
Prasanta kumar Hota · 1 min read · 13.1K reads
ରତନ ବେଦୀରୁ ଜନମ ବେଦୀକୁ ନ ଦିନ ହେବ ଯାତରା ଝୁଲି ଝୁଲି ଆସେ ଧାଡ଼ି ପହଣ୍ଡିରେ ଟାହ୍ୟାକୁ ଟଣା ଓଟରା।
Others
ପହଣ୍ଡିରେ ଝୁଲି ଝୁଲି
ପ୍ରଶାନ୍ତ କୁମାର ବେହେରା · 1 min read · 6K reads
ଧନ୍ୟ ତୁମ ମାଲିକ ଧନ୍ୟ ବି ସେ ଆର୍. ଟି. ଓ. ଯିଏ ଯାତ୍ରୀଙ୍କ ଜୀବନ ସହ ଖେଳିବାକୁ ଦେଇଛି ତୁମକୁ ଫିଟନେସ୍ ସାର୍ଟିଫିକେଟ
Others
ତୁମ ରଥଯାତ୍ରାରେ ମୋ ଶେଷଯାତ୍ରା
Writer Roja Panda · 1 min read · 6.8K reads
ଶେଷ ଇଛା ମୋର ପ୍ରଭୁ ପୂରଣ କରିବ ଆତ୍ମା କୁ ମୋ ନେଇ ବୈକୁଣ୍ଠ ରେ ରଖିବ. ଦେହ ସିନା ଜଳିଯିବ ଆତ୍ମା ତ ଚିର ଅମର ଭଜୁଥିବ ନୀତି ସିଏ ସତ୍ୟ ଶିବ.....
Others
ଟାଣିବା ଜଗାର ରଥ
Sachidananda Kar · 1 min read · 280 reads
ଆଗେ ବଳରାମ ମଝିରେ ସୁଭଦ୍ରା ପଛରେ ସେ ଜଗା ଥାଏ ଭକତେ ଟାଣନ୍ତି ଗଡି ଗଡି ରଥ ଶରଧାବାଲିକି ଯାଏ ।। ଜନମବେଦୀରେ ନଅ ଦିନ ରହି ଠାକୁରେ ଆସନ୍ତି ଫେରି
Others
କାଳିଆ ଆସିବ ରଥ ଯାତରା
Bijaya Kumar Swain · 1 min read · 185 reads
ତିନି ରଥ ପରା ହୋଇଛି ସଜ କାଳିଆ ଧନ ମୋ ବାନ୍ଧିଛି ପାଗ ଧାଡ଼ି ପହଣ୍ଡିରେ ଆସିବେ ରଥକୁ ପତିତ ତାରିବା ପାଇଁ। ଆହା ମୋ କଳା ଗୋସାଇଁ
Inspirational
Loading…
Next page →