by Bijaya Kumar Swain ✓ · 15 Jul 2021
ତିନି ରଥ ପରା ହୋଇଛି ସଜ କାଳିଆ ଧନ ମୋ ବାନ୍ଧିଛି ପାଗ ଧାଡ଼ି ପହଣ୍ଡିରେ ଆସିବେ ରଥକୁ ପତିତ ତାରିବା ପାଇଁ। ଆହା ମୋ କଳା ଗୋସାଇଁ
Loading comments…
Loading comments…