English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପାଏନ୍ଫୁଟ୍କା
15 poems
ଜୀବନର୍ ସତ୍ କଥା
Champabati Rana · 1 min read · 159 reads
ଜୀବନ୍ ଥିଲେ ଜୀବ୍ କା ଭାଇ ଥିଲେ ଯେ ଭଗାରୀ ହସି ଖୁସି ନେ ଜୀବନ୍ ବିତାମା କଉଡ଼ି ଯାଉଛେ ସରି ।
Inspirational
ତୁମେ କା-ହାର
ଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 6.5K reads
ଜାଣିନି ତୁମେ ରୂପାର ହାର ନା ସୁନାର ହାର ତୁମେ ହିରାର ହାର ନା ମୋତି ମାନିକର ନା ସଜ ଫୁଲର ହାର ତୁମେ କାହାର କା-ହାର l
Others
ଗଛ୍ ,ପାଏନ୍ ଝଗଡା ହେଉଛନ୍
Pinku Ranbida · 1 min read · 183 reads
ପାଏନ୍ କେ ଦୋଷ୍ ଦେଉଛେ ,ଗଛ୍ କାଏଜେ ନାଇଁ ଝରୁଛୁ ଝର୍ ଝର୍,
Others
କା’ ବାଟର ଫୁଲ ହେଲିନି କାଳିଆ
କା’ ବାଟର ଫୁଲ ହେଲିନି କାଳିଆ
Parshuram Biswal · 1 min read · 13.2K reads
କା’ ବାଟର ଫୁଲ ହେଲିନି କାଳିଆ, କଣ୍ଟା ହେଲି ଖାଲି ଜୀବନସାରା, କା’ ଘର ସଜାଡ଼ି ନାହିଁ ଦିନେ ମୁହିଁ, ଉଜାଡ଼ିବା ହେଲା ମୋ କାମ ପରା, ଏଭଳି ମଣିଷ ସରଜିଲୁ କିଆଁ ବୁଝେଇ କହିଦେ’ ମୋତେ ଠାକୁର ମୋର ।
Others
ମୁନୁଷ ଜୀବନ ପାଏନ୍ ଫୁଟକା
Pinku Ranbida · 1 min read · 207 reads
ମୁନୁଷ୍ ଜୀବନ୍ ପାଇଛୁ ଯଦି ନାଇ କରବୁ ଘମଣ୍ତ, ପାଏନ୍ ଫୁଟକା ଲେଖେ ଫୁଟ୍ କି ଜିବୁ ଛନ୍ କେ ପଲେଇ ଯିବା ତୋର୍ ଜୀବନ୍ ।
Others
କା' ଲାଗି ଗାଇବି ଗୀତ କେ' ଶୁଣିବ
କା' ଲାଗି ଗାଇବି ଗୀତ କେ' ଶୁଣିବ
Abhakanta · 1 min read · 6.8K reads
କା' ଲାଗି ଗାଇବି ଗୀତ କେ' ଶୁଣିବ ସେ ତ ଆଜି ବହୁଦୂରେ କେ' ବୁଝି ହୃଦୟ ଗହନ ବ୍ୟଥାକୁ ତାଳ ଦେବ ସୁରେ ସୁରେ ?
Others
Loading…
Next page →