Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପିଜା
3 poems
ଶସ୍ତା କବିତା - 34
Pramod Kumar Jena · 1 min read · 6.7K reads
ଚକୁଳି ଲଢିବ ଯଦି ପିଜା ସାଥେ ବର୍ଗର୍ ସାଙ୍ଗେ ଏଣ୍ଡୁରି ମୁଢି ମିକଶ୍ଚରରେ ଲଙ୍କା ଖଣ୍ଡେ ଥିଲେ ପପକର୍ଣ୍ଣ ଯିବ ଟଳି
Comedy
ଶେଷ ରଜର ଗୀତ
BISWESWAR MAJHI · 1 min read · 122 reads
କେଏଫ୍ସି ପିଜା ବର୍ଗର ସ୍ୱାସ୍ଥ୍ୟ ହାନୀ ହୁଏ ଫାଷ୍ଟ ଫୁଡ୍ ର ଫାଷ୍ଟ ଫୁଡ୍ ର ଲୋ ପୋଡପିଠାକୁ ଆଦର । ଗଛଟିଏ ଲଗାଇବା ଯତନେ ତାହାକୁ ବଡ କରିବା ବଡ କରିବା ଲୋ ଆଗାମୀ ପୀଢିକୁ ଦେବା । ପଲିଥିନ ଛାଡିଦେବା ବେଗ୍ ଗୋଟିଏ ସାଥେ ରଖିବା ସାଥେ ରଖିବା ଲୋ ପରିବେଶ ସୁଧାରିବା। ଓଡିଶାର ଫାଷ୍ଟ ଫୁଡ୍ ଚୁଡା ଛତୁଆକୁ ପଖାଳ ଗୁଡ୍ ପଖାଳ ଗୁଡ୍ ଲୋ ପୋଡପିଠା ଭେରିଗୁଡ୍ ।
Others
ହିରୋରୁ ଜିରୋ
KRUTIBAS NAYAK · 1 min read · 5 reads
ପିଜା-ବର୍ଗର ଖାଇଲେ, ସାଙ୍ଗ କହିବେ ମାନୀ, ଦାମୀ ମଦ ଯଦି ପିଇବି, ପିଲା କହିବେ ଧନୀ |
Comedy