English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପିଠାପଣା
17 poems
ଆସିଲାରେ ଦୀପାବଳୀ
Prasant Kumar Nath · 1 min read · 14.7K reads
ଆଲୋକର ପର୍ବ ଦୀପାବଳୀ...
Abstract
ଦୀପାବଳୀ
Prasant Kumar Nath · 1 min read · 1.4K reads
ଅମାବାସ୍ୟା ରାତି ଆଲୋକିତ ହୁଏ ଦୀପାବଳି ଯେବେ ଆସେ, ଶବ୍ଦର ଗୁଞ୍ଜନ କର୍ଣ୍ଣ ଶିହରଣ ଅତସବାଦୀର ଧସେ
Others
ରଜ (ବ୍ୟଙ୍ଗ)
Prasant Kumar Nath · 1 min read · 6.8K reads
ବେଳ ଦୁଇଘଡି ହେଲାଣି ଆସିକି ବୋହୁଟା ଖଟରେ ଶୋଇଛି ଦୋଳି ଖେଳିବାକୁ ନାତି ଟୋକା ପରା ପ୍ରେମିକା ସାଥିରେ ଯାଇଛି ।
Comedy
ମୁଁ ଓଡିଆ
Dipti lekha Mishra · 1 min read · 1.2K reads
ଓଡିଆ ଅଟେ ମୁଁ ବୋଲି ଲେଖେ ଓଡିଆ,କହେ ଓଡିଆ ଶୁଣାଏ ଓଡିଆ,ଶୁଣେ ଓଡିଆ ମୋ ଓଡିଆ ଭାରୀ ବଢିଆ ॥
Others
ନୂଆଖାଇ
Shibanand Banchhor · 1 min read · 7.4K reads
ମାଁ ସମଲେଇ ପାଦ୍ ତଳେ ମୁଇଁ ମାରୁଛେ ଗୁଟେ ମୁଡିଆ ମାଁ କେ ମୁଇ ଜୁହାର୍ କରି ଖାଉଛେ ଆଜି ନୂଆ ।।
Others
ଭୂମି ଦହନ-ଶେଷ ରଜ
ଭୂମି ଦହନ-ଶେଷ ରଜ
Minakshi Samal · 1 min read · 194 reads
ସାଙ୍ଗସାଥି ମେଳେ ମଜା ମଉଜ ଯେ କରିଲେ। ରଜ ଦୋଳି ପାଖେ ଛୋଟ ବଡଙ୍କର ଗହଳି ମନ ଖୁସି ହୋଇଯାଏ ଦେଖି ଜନଙ୍କ ମେଳି। ଆଜି ରବିବାରେ ଘରେ ଆମିଷର ବ୍ୟଞ୍ଜନ ଆମ ଓଡିଆଙ୍କ ପେଟ, ମନ କରେ ରଞ୍ଜନ। ସମ୍ପର୍କରେ ନିବିଡ଼ତା ଆଣଇ ଏ ପରବ ବଞ୍ଚାଇବା ପରମ୍ପରା ଯାହା ଆମ ଗରବ। ହୃତ ହୋଇ ଯାଉଥିଲା ପରମ୍ପରା ଆମର ଜାଗ୍ରତ ପ୍ରହରୀ ସାଜି ବଞ୍ଚାଇଲେ ସତ୍ତ୍ବର।
Others
Loading…
Next page →