Loading…
ସାଙ୍ଗସାଥି ମେଳେ ମଜା ମଉଜ ଯେ କରିଲେ। ରଜ ଦୋଳି ପାଖେ ଛୋଟ ବଡଙ୍କର ଗହଳି ମନ ଖୁସି ହୋଇଯାଏ ଦେଖି ଜନଙ୍କ ମେଳି। ଆଜି ରବିବାରେ ଘରେ ଆମିଷର ବ୍ୟଞ୍ଜନ ଆମ ଓଡିଆଙ୍କ ପେଟ, ମନ କରେ ରଞ୍ଜନ। ସମ୍ପର୍କରେ ନିବିଡ଼ତା ଆଣଇ ଏ ପରବ ବଞ୍ଚାଇବା ପରମ୍ପରା ଯାହା ଆମ ଗରବ। ହୃତ ହୋଇ ଯାଉଥିଲା ପରମ୍ପରା ଆମର ଜାଗ୍ରତ ପ୍ରହରୀ ସାଜି ବଞ୍ଚାଇଲେ ସତ୍ତ୍ବର।
Comments
Loading comments…