Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପ୍ରୀତିର
24 poems
ଶେଫାଳୀର ଆତ୍ମକଥା
Bijay Prusty · 1 min read · 307 reads
କାଶତଣ୍ଡୀ ବଣ ଧବଳ ଶୋଭାରେ ହଜିଯାଏ ଯେବେ ମନ ଅଳସୀ ନଈର ନିର୍ମଳ ଜଳରେ ମୁହଁ ଦେଖୁଥାଏ ଜହ୍ନ I
Others
ଜଙ୍ଗଲ କନ୍ୟାକବି
Pabitra Behera · 1 min read · 236 reads
ଆଗୋ ଲାଜବତୀ ଜଙ୍ଗଲ କନ୍ୟା ତୋ ରୂପେ ଉଠେଇ ମଦିରା ବନ୍ୟା ।
Romance
ଫେରିଛି ଫଗୁଣ
Sisir Kumar Samal · 1 min read · 114 reads
ଦିଗ ହରା ମୋର ଏଇ ଦୁଇ ଆଖି ଖୋଜଇ ତୁମକୁ ସାଥୀ , କୁହ କେବେ ହେବ ମନ ର ମିଳନ ପ୍ରତିକ୍ଷା ରେ ହେବ ଇତି ।। ମରୁଭୂମି ପରି ଏଇ ମନ ଥିଲା ନ'ଥିଲା କୁଶ କଅଁଳି , ତୁମ ପ୍ରେମ ସ୍ପର୍ଶ ବାରିଷ ଧାରାରେ
Romance
ପାଷାଣଗାତ୍ରର ରୂପସୀ
Bijay Prusty · 1 min read · 83 reads
ତୁମରି ତୀର୍ଯ୍ୟକ ଚାହାଣୀ ମୋ ଦେହେ ଶୀହରଣ ଭରିଦିଏ ତୁମପାଇଁ ସଖୀ ରଙ୍ଗ ମହଲରେ ମଦିରା ବି କଥା କୁହେ I
Romance
ପ୍ରେମର ମହକ
Jayashree Maharana · 1 min read · 260 reads
ସାଙ୍ଗସାଥୀମାନେ ଭାରି ବଦମାସ୍ ଟୁପୁରୁ ଟାପୁରୁ ଭାରି ଈର୍ଷାରେ ଯୋଡି ଦେଉଥିଲେ ଦୁହିଁଙ୍କର ନାମ ଖୁସି ହେଉଥିଲି ମନ ଭିତରେ ।
Romance
ଅବୁଝା ସ୍ପନ୍ଦନ
Hitendra Mohanta · 1 min read · 219 reads
ବର୍ଷା ଟୋପା ପିଇ ପଲ୍ଲବିତ ପ୍ରେମ ଆଙ୍କିବ କି ପ୍ରିୟା ପ୍ରଣୟର ଚିହ୍ନ !
Romance
Loading…
Next page →