Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଫସର
3 poems
ନିଜ ମୁହଁ
Prafulla Chandra padhi · 1 min read · 83 reads
କୂଅ ରୁ ପାଣି କାଢ଼ିଚି ପରିବା କାଟି ଦେଇଚି ଚୁଲି ଫୁଂକିଚି ଭାତ ରାଂଧିଚି ବେସର ବାଟିବା କୁ ଗଲା ବେଳେ କିଂତୁ ଫସର ଫାଟି ଯାଇଚି ॥
Others
ନିଜ ରାସ୍ତା ମୁଁ ଖୋଜୁଛି !
Chandrakanta Nayak · 1 min read · 412 reads
ରାତିର ସପନ ସତ ଭାବି ନେଲି ପାହାନ୍ତାରେ ଫାଟିଗଲା ଫସର ! ମରୀଚିକା ପଛେ ଗୋଡେଇ ଧାଉଁଛି ଶୋଷ ମାରିବାକୁ ଡାକେ ଶ୍ରାବଣ !
Others
ବୀର ଶହୀଦ୍
ARUN MAHAPATRA · 1 min read · 299 reads
ନଗର ନଗର ଘୁରି ବିଦ୍ୟାଳୟ ଖୋଜି ପଢିଥିଲା ପାଠ ସିଏ ଭବିଷ୍ୟତ ଆଶେ ଫସର ଫାଟିଲା ସବୁ ହିସାବ ନିକାଶ ବନ୍ଦୀ ହୋଇ ରହିଗଲା ସୀମାନ୍ତ ବରଫେ
Classics