by Prafulla Chandra padhi ✓ · 20 Nov 2020
କୂଅ ରୁ ପାଣି କାଢ଼ିଚି ପରିବା କାଟି ଦେଇଚି ଚୁଲି ଫୁଂକିଚି ଭାତ ରାଂଧିଚି ବେସର ବାଟିବା କୁ ଗଲା ବେଳେ କିଂତୁ ଫସର ଫାଟି ଯାଇଚି ॥
Loading comments…
Loading comments…