English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବଡ଼ଦେଉଳ
75 poems
ଆସ ସଅଳ
ବି. ନିରୁପମା · 1 min read · 7.1K reads
ଛପନ ଭୋଗ ସୁଆଦ , ମଧୁର ଗୀତଗୋବିନ୍ଦ ! ଭୁଲିଗଲ କି ଯା' ଲାଗି , ହୁଅ ବିହ୍ଵଳ ।(୨) ଆସ ସଅଳ.... ଆସ ଜଗନ୍ନାଥ, ଆସ ସଅଳ.
Action
(୨୦)*ଘର *
Amit Bal · 1 min read · 253 reads
ଘର ବାଣ୍ଟି ଚାଲେ ଗୋପନ ସୁଖର ସନ୍ଧାନ ରାତି ଦିନ ସେଇଠି ହିଁ ତ ରୂପ ନିଏ ଜୀବନର ଅସରନ୍ତି ଆୟୋଜନ ପୁଣି ହୁଏ ନିଃଶବ୍ଦେ ଅବୋଧ୍ୟ ପରମାର୍ଥର କୁହୁକ ସକାଳ କାହା ପାଇଁ ଘର କୁଡିଆ ତ କାହା ଲାଗି ସେ ବଡ଼ ଦେଉଳ
Inspirational
ବଡ଼ ଦେଉଳିଆ ପୁଅ
Gyanaranjan Nayak · 1 min read · 136 reads
ଏ ସବୁର ଅନ୍ତ, କର ଜଗନ୍ନାଥ ତୋ ଆମ ସମ୍ପର୍କ କହିଦେ ଖୋଲି, ନନ୍ଦ ଦଶରଥ ନୁହେଁ ଏ ଯୁଗରେ ଜ୍ଞାନ ପିତା କୁନି ତୋ ମାଆ ବୋଲି।
Inspirational
କି ଲାଭ ପାରିବି ପାଇ
Prasanna Kumar Madala · 1 min read · 269 reads
କେଡ଼େ ଅଲାଜୁକ ହେଲ କଳାମୁଖ ଶ୍ରୀମତୀ-ମନ୍ଦିରେ ଥାଇ ତାଙ୍କୁ ରଖି ଦୂରେ ସଙ୍ଗତେ ସେ' ପୁରେ ରଖିଛ ଭଉଣୀ ଭାଇ
Inspirational
ବାହୁଡାରେ ମତେ ନିଅ ବାହୁଡେଇ..!!
Bindu Nibedita · 1 min read · 7.1K reads
ଜିଉଁଛି ଦଣ୍ଡେ କାଟୁଛି ଦିନ.. ଯେବେଠୁ ଜୀବନ ମୋଡିଛି ମୁହଁ । ମରଣ ର ଅତି ସମୀପେ ଥିଲେବି.. ସ୍ୱୀକାର କରୁନି... କି କରିବି କୁହ ।
Tragedy
ପ୍ରଥମ ଦୃଷ୍ଟିରେ
Prasanta kumar Hota · 1 min read · 13.7K reads
ଜହ୍ନ ଆଲୁଅରେ କେବେବି ଝଲସେ ସତେକି ଏ ପ୍ରେମ ଥିଲା ଆଦ୍ୟରସେ ପ୍ରଥମ ପ୍ରେମର ପ୍ରଥମ ଝଲକେ ରହିଛି ସାଥିରେ ଧରିଛି ମୁଁ ବୁକେ
Others
Loading…
Next page →