by Amit Bal ✓ · 7 Nov 2020
ଘର ବାଣ୍ଟି ଚାଲେ ଗୋପନ ସୁଖର ସନ୍ଧାନ ରାତି ଦିନ ସେଇଠି ହିଁ ତ ରୂପ ନିଏ ଜୀବନର ଅସରନ୍ତି ଆୟୋଜନ ପୁଣି ହୁଏ ନିଃଶବ୍ଦେ ଅବୋଧ୍ୟ ପରମାର୍ଥର କୁହୁକ ସକାଳ କାହା ପାଇଁ ଘର କୁଡିଆ ତ କାହା ଲାଗି ସେ ବଡ଼ ଦେଉଳ
Loading comments…
Loading comments…