English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବଡ଼ଠାକୁର
5 poems
ଓଡ଼ିଆ ଭଜନ ଭକ୍ତି ଅର୍ଘ୍ୟ
କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera · 1 min read · 305 reads
ପତ୍ର ଫୁଲ ଫଳ ମହୁ କ୍ଷିଅ କ୍ଷୀର ସବୁ ଯେ ତୁମର ଅଟେ ହସ୍ତାକ୍ଷର, ପଞ୍ଚଭୂତେ ଗଢି ଦେଇଛ ଶରୀର ତୁମ ଦାନେ ହୁଏ ଜୀବନ ସଞ୍ଚାର, ହେ ବଡ଼ଠାକୁର... ମୋ କଳାଠାକୁର...।
Others
ମାୟା ସଂସାର
Ajit Kumar Raut · 1 min read · 415 reads
ନିଜକୁ ଭାବନ୍ତି ସର୍ବଶକ୍ତିମାନ ଅହଂକାରେ ସଦା ମନ, କର୍ମ ଦେଖୁ ଥାନ୍ତି ବଡ଼ଠାକୁର ସେ ସବୁ ପ୍ରାଣୀ ପ୍ରତି ଧ୍ୟାନ।୩।
Others
କାଳିଆ
arun sahoo · 1 min read · 307 reads
ଗରବ ଗଞ୍ଜନ ସହିନପାରନ୍ତି ଗରବ କରନ୍ତି ଚୁନା ନିଜେ ହିଁ ନିଜର ପରିଚିତ ହେଲେ ବୋଲାଉ ବଡ଼ଠାକୁର
Inspirational
ଉତ୍କଳ ଗୌରବ
Ajit Kumar Raut · 1 min read · 170 reads
ପ୍ରେମ ଭକ୍ତି ଶ୍ରଦ୍ଧା ଭୂମିରେ ଜଡ଼ିତ ଉତ୍କଳ ପବିତ୍ର ଭୂମି, ଲିଙ୍ଗରାଜ ଭୂମି ଜଡ଼ିତ ତହିଁରେ
Abstract
କରୁଣା କର ହେ ବଡ଼ଠାକୁର
କବିରତ୍ନ ନୂତନ କୁମାର ବେହେରା · 1 min read · 204 reads
ଏ ସଂସାର ହୁଏ ଦୁଃଖ ସାଗର ଅଜ୍ଞାନେ ମାନବ ହୁଏ ଅସ୍ଥିର ଲୋଭ ମୋହ କରେ ଯେ ସ୍ୱାର୍ଥପର ସବୁ ମନକୁ ସ୍ୱଚ୍ଛ ନିର୍ମଳ କର।୪।
Inspirational