by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 3 May 2021
ପତ୍ର ଫୁଲ ଫଳ ମହୁ କ୍ଷିଅ କ୍ଷୀର ସବୁ ଯେ ତୁମର ଅଟେ ହସ୍ତାକ୍ଷର, ପଞ୍ଚଭୂତେ ଗଢି ଦେଇଛ ଶରୀର ତୁମ ଦାନେ ହୁଏ ଜୀବନ ସଞ୍ଚାର, ହେ ବଡ଼ଠାକୁର... ମୋ କଳାଠାକୁର...।
Loading comments…
Comments
Loading comments…