Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବରା
7 poems
ବରା
Srinibas Mahalik · 1 min read · 202 reads
ବିରି ପରିମାଣ କମିଯିବା ସହ ଆକାର ବି ହେଲା ଛୋଟ ବଜାରରୁ ଆଉ କଅଣ ଖାଇବି ଦିଶୁନାହିଁ ବୁଦ୍ଧିବାଟ ।।
Comedy
ଓଡିଆ ଘର ଖାଦ୍ୟ କବିତା
Ranjita Das · 1 min read · 183 reads
ଆମ୍ବୁଲ ଝୋଳକୁ ଯେତେ ହାମ୍ପୁଡିଲେ ମନ ଏ କେବେ ପୁରେନା ଯେତେ ଖାଉଥିଲେ ଇଛା ଏ ମନରୁ ସରେନା ।
Others
ଆମର୍ ସମ୍ବଲପୁର
Pinku Ranbida · 1 min read · 135 reads
ସମ୍ବଲପୁରର ଶୀତଲ୍ ଷଷ୍ଠି ଯାତାରା ସବୁନୁ ଲାଗ୍'ସି ବଢିଆ, କହରି,ମହକି ଯାଏସି ପରା ପାଟ୍'କେ କର୍'ଡି ସାଙ୍ଗେ ହେଣୁଆ ।
Others
ନାନାବାୟା ଗୀତ
Rama chandra Pradhan · 1 min read · 105 reads
ନାନାବାୟା ଗୀତ
Children
ସ୍ତ୍ରୀ ମୋ କହୁଛି-୨
Santanu kumar Meher · 1 min read · 157 reads
ସ୍ତ୍ରୀ ମୋ କହୁଛି ଆଜିର ମ୍ୟାଚରେ , ଭାରତ ଜିତିଲେ ଦେବି ସମସ୍ତଙ୍କୁ ଗୋଟେ ଭୋଜି ।।୧।। ଇଂଲଣ୍ଡ ଦେଶର, ମାନଚେଷ୍ଟାର ପଡିଆରେ ଦର୍ଶକଙ୍କ ଭିଡ, ହସୁଛି-କାନ୍ଦୁଛି ଦେଖ । ଭାରତୀୟ ଝିଅ-ପାକିସ୍ତାନ ଜ୍ୱାଇଁର ଶୁଖିଯାଉଅଛି ଦେଖା ମୁଖ ।।୨।। ସ୍ତ୍ରୀ ମୋ କହୁଛି- ଫୋନ ଚାର୍ଜ କରି, ରଖିଥାଅ ଏବେଠାରୁ । କାଳେ ବିଦ୍ୟୁତ , ଚାଲିଯିବ ଘରୁ ବାହାରୁ- ଦେଖିବା ଜିଓ ଟିଭିରୁ ।।୩।। ପାଣି ବୋତଲକୁ, ସଜାଇ ରଖିଛି - ତା ସାଙ୍ଗେ ଫଳମୂଳ ଯେତେ ସାରା ।
Others
ନଆସ ଅତିଥି ଦେବ
Kamala Satpathy · 1 min read · 311 reads
ତୁମେ ପାଇଁ ଏବେ ବରା ଛାଣିବାକୁ ନିଶ୍ଚେ ଶୁଣିବି ବରାଦ ସ୍ୱାମୀଙ୍କର ମୋର କିବା ଯାଏ ଆସେ, ସିରିଅଲ୍ ଗଲେ ମୋର ।
Comedy
Loading…
Next page →